ଶ୍ରୀଲିଙ୍ଗରାଜଙ୍କ ବିବାହ: କେଦାରଗୌରୀରେ ପଡ଼ିଲା ହାତଗଣ୍ଠି

ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି ପୁରୁଣା ଭୁବନେଶ୍ୱର: କରୋନା କଟକଣା କୋଳାହଳ ଓ ଜନ ସମାବେଶକୁ କମାଇ ଦେଇଥିଲା। କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ … Continue reading ଶ୍ରୀଲିଙ୍ଗରାଜଙ୍କ ବିବାହ: କେଦାରଗୌରୀରେ ପଡ଼ିଲା ହାତଗଣ୍ଠି